ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ ଚାଷୀ ସମାବେଶ ଅନୁଷ୍ଠିତ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଛାଟିଗୁଡା ପଂଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ କୃଷକ ମାନଙ୍କ ହକ ପାଇଁ ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ କୃଷକ ସମାଜ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଟ ଚାଷୀ ତଥା ଝରିଗାଁ କୃଷକ ସମାଜ ସଭାପତି ଅଶୋକ!-->…