“କଥା ତ ଏତିକି” ରେ ସରିଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ
କେନ୍ଦୁଝର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଛି । ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଏହି ଚାରି ଦିନିଆ ଜାତୀୟ ନାଟ୍ୟ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମରେ ମଞ୍ଚସ୍ଥ ହେଇ ଆସୁଥିଲା । ଏହି!-->…