ସୁକୁମା ଜବାହର ନବୋଦୟ ବଦ୍ୟାଳୟରେ ଜି20 ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟରେ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ଉଚ୍ଚପ୍ରାପ୍ତ ଅଧ୍ୟକ୍ଷ ରଫି ମହମ୍ମଦଙ୍କ ସଭାପତିତ୍ଵରେ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଜିଲ୍ଲା ନୋଡାଲ ଅଧିକାରୀ ଡ. ରଞ୍ଜନ!-->…