ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ ହେଲେ ସରୋଜ ସାମଲ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ(ଆଇଆଣ୍ଡପିଆର) ନିର୍ଦେଶକ ଭାବେ ଆଇଏଏସ୍ ସରୋଜ କୁମାର ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳେ ବଦଳି ନିର୍ଦେଶ ପ୍ରକାଶ ପାଇବା ପରେ ଅପରାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି

ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌ – ଉଡ଼ିଯା…ଆକାଶଟା ତୋ’ର ‘

ଭୁବନେଶ୍ଵର : ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ 'ରଜ କୁଇନ୍‌ ' ଏପ୍ରିଲ୍ ୨୨ ରୁ  ପ୍ରତେକ  ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ରେ | ୧୧ ବର୍ଷରେ ପଦାର୍ପଣ

ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର : ସୂର୍ୟମୟୀଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର "IPS ଦୁର୍ଗା" ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩0 ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି ଅଡିଓ ଲୋକାର୍ପଣ ଉତ୍ସବରେ

ଭୁବନେଶ୍ୱରରେ ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (ଫାୟାର ଷ୍ଟେସନ୍) ପ୍ରତିଷ୍ଠା ହେବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ

ପ୍ରାର୍ଥିପତ୍ର ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ

ସରଗୁଲି ଜଙ୍ଗଲରେ ନିଆଁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତଥା ଉମରକୋଟ ବନ ବିଭାଗ ଅଧିନରେ ଥିବା ସରଗୁଲି ସଂରକ୍ଷିତ ଜଂଗଲରେ ଆଜି ରାତି ପ୍ରାୟ ସାଢେ ୮ଟା ସମୟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା l ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହି

ଡ଼ହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ, ସରକାରୀ ନିର୍ଦ୍ଦେଶାନାମାକୁ ଫୁ

ଚମ୍ପୁଆ : ତାତିରୁ ମିଳୁନି ନିସ୍ତାର। କଲବଲ କରୁଛି ତାତି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ରାଜ୍ୟ। ଏଥିରୁ ମଧ୍ୟ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ। ପଶ୍ଚିମାଞ୍ଚଳ ପ୍ରଭାବରେ ଏଠାକାର ତାପମାତ୍ରା ୪୦ ଡିଗ୍ରୀ  । ଏହି ଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ।

ନୃତ୍ୟଶ୍ରୀ ଅନୁଷ୍ଠାନ ଏବେ “ନୃତ୍ୟଶ୍ରୀ ଏକାଡେମୀ ” ରୂପରେ ରୂପାନ୍ତରିତ ହେବାକୁ ଯାଉଛି

କରଞ୍ଜିଆ : 2016 ମସିହା ଠାରୁ ପ୍ରତିଷ୍ଠିତ ହୋଇଥିବା ନୃତ୍ୟଶ୍ରୀ ଅନୁଷ୍ଠାନ ନିଜର କିଛି ଅଲଗା କରିଦେଖାଇବା ଏବଂ ଭିନ୍ନ ସ୍ୱାଦର କଳାକୌଶଳତା ପାଇଁ ବହୂ ପରିଚିତ ଏବଂ ଲୋକପ୍ରିୟତା ହାସଲ କରିପାରିଛି|ଏହି ଅନୁଷ୍ଠାନର  ପ୍ରତ୍ୟେକ ଶିକ୍ଷିତ ପିଲା ନିଜର ଭିନ୍ନ ଭିନ୍ନ କଳାର ରୁଚିକୁ ବହୁତ

କରଞ୍ଜିଆ ଡାକ୍ତର ଖାନା ମା ଓ ଶିଶୁ ବିଭାଗକୁ ମାରୱାଡି ସମାଜର ମହିଳା ସମିତି ପକ୍ଷରୁ ବେଡ଼ ପ୍ରଦାନ

କରଞ୍ଜିଆ : କରଞ୍ଜିଆ ଡାକ୍ତରଖାନାରେ ଅଛି 5 କୋଠା ବିଶିଷ୍ଟ ମା ଓ ଶିଶୁ ବିଭାଗ ଯୋଉଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଲିଫ୍ଟ ର ବ୍ୟବସ୍ଥା ଅଛି ହେଲେ ପ୍ରସୂତି ମହିଳାଙ୍କ ରହଣି ପାଇଁ ଆବଶ୍ୟକୀୟ ବେଡ଼ ନାହିଁ, ପ୍ରସୂତି ମହିଳା ନବଜାତ ଶିଶୁ ସହିତ ତଳେ ଶୋଇବା ଯୋଗୁଁ ନାନା ରୋଗରେ ପଡୁଥିଲେ

ଜିଲ୍ଲାପାଳଙ୍କ ଦ୍ୱାରା କରଞ୍ଜିଆ ମହୋତ୍ସବର ମୁଖ ପତ୍ର ମାଟିର ମହକ ଉନ୍ମୋଚିତ

କରଞ୍ଜିଆ : ପାଞ୍ଚପୀଢ ଉପ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଗ୍ରଣୀ ଅନୁଷ୍ଠାନ କରଞ୍ଜିଆ ମହୋତ୍ସବ ର ବାର୍ଷିକ ମୁଖପତ୍ର ମାଟିର ମହକ  ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଙ୍କ ଦ୍ୱାରା ଉନ୍ମୋଚନ ହୋଇଛି l ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦିନଦ୍ୟାନ ଖିଲାରୀ, ପି. ଏ.