ମନରେଗାରେ ମିଳୁ ନାହିଁ କାମ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ
କାମ ନ ମିଳିଲେ ଦାଦନ ଖଟିବାକୁ ଯିବେ ଶ୍ରମିକ !
ଗୋଲାମୁଣ୍ଡା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳୁ ନାହିଁ ଏ ଭଳି ଅଭିଯୋଗ ଆଣିଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଅଞ୍ଚଳର ଶ୍ରମିକ ମାନେ । ମନରେଗା ଯୋଜନାରେ କାମ!-->!-->!-->…