ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ରତାର ବିକଳ ଚିତ୍ର
ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ, କରଞିଆ-ଭୁମିଜ ସାହି
ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଭୂମିଜ ସାହି । କରଞ୍ଜିଆ ପଂଚାୟତ କାର୍ଯ୍ୟାଳୟର ପଛ ପଟେ ଅତି ନିକଟରେ ଥିବା ଏହି ଭୂମିଜ ସାହି ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ, ବାଟ ହୁଡ଼ିଛି ବିକାଶ ।!-->!-->!-->…