ଅନାଥ ଆଶ୍ରମରୁ ଛୁଆ ଉଭାନ , ନିରାଶ ହୋଇ ଫେରିଲେ ପରିବାର ଲୋକେ
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ବନେଇକଳା ବସ୍ତିର ବାପା ମା ଛେଉଣ୍ଡ ୪ ବର୍ଷର ଝିଅ ସୁନିତା ମୁଣ୍ଡା ଆନନ୍ଦପୁର ସ୍ଥିତ ଅନାଥ ଆଶ୍ରମରୁ ଉଭାନ ହେବା ସମସ୍ତଙ୍କୁ ଚକିତ କରିଛି । ଖବରରୁ ପ୍ରକାଶ ବନେଇକଳା ବସ୍ତିର ରାଜେନ ମୁଣ୍ଡା ଓ ମଞ୍ଜୁ!-->…