ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ ନବୀନ

ଟୋକିଓ : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦେଶକ ତଥା ଅଧ୍ୟକ୍ଷ ଇଜି

ମେ’ ଶେଷ ସପ୍ତାହରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ

ଭୁବନେଶ୍ୱର : ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ୱରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ । ଏହାଦ୍ୱାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ

ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ପେନସନ ଅସଙ୍ଗତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଚମ୍ପୁଆ : ଚମ୍ପୁଆ ଅଵସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ଏକ ପ୍ରତିନିଧି ମଣ୍ଡଳ ପେନସନ ରେ ଥିବା ଅଂସଗତିକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କୁ ପ୍ରଦାନ କରିଛନ୍ତି । ଜୀବନକୁ ବାଜି ଲଗାଇ ବିଭିନ୍ନ କଠୋର ପରିସ୍ଥିତିରେ

ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦର ଦେଶରେ ଏକନମ୍ବର

ଭୁବନେଶ୍ୱର : ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶର ସବୁ ବନ୍ଦରକୁ ପଛରେ ପକାଇ ଦେଇଛି ବୋଲି ପାରାଦୀପ ପୋର୍ଟଟ୍ରଷ୍ଟର ଅଧ୍ୟକ୍ଷ ପିଏଲ୍ ହରନାଦ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରନାଦ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିର୍କ ବର୍ଷରେ ପାରାଦୀପ

ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିଛନ୍ତି । ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଆହୁରି ମଧ୍ୟ

ହିନ୍ଦୋଳ ଓ ଅତାବିରାରେ ୮୦%ରୁ ଅଧିକ ମତଦାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି (ବିଜ୍ଞପିତ ଅଂଚଳ ପରିଷଦ) ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ଏନ୍ଏସିରେ ୮୦%ରୁ ଉର୍ଧ ମତଦାତା ମତ ସାବ୍ୟସ୍ତ କରିଛନ୍ତି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ

ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ଓଡିଶାର ସମସ୍ତ ଶାଖା ଓ କାର୍ୟ୍ୟାଳୟ ଠାରେ ୮୮ତମ ଉତ୍କଳ ଦିବସ ଏକସମୟରେ ପାଳିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ପ୍ରଧାନ କାର୍ୟ୍ୟାଳୟଠାରେ ଉତ୍କଳ ଦିବସ ଉପରେ ଆଧାରିତ ଏକ ବାଲୁକା ସ୍ତୂପ ଷ୍ଟେଟ

ଗୁଜରାଣ ମେଣ୍ଟାଉଛି ଗ୍ରାମ ଦେବାଦେବୀଙ୍କ ଆଭୂଷଣ ବ୍ୟବସାୟ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ପାରମ୍ପରିକ ପୂଜା ପାଇ ଆସୁଥିବା ଦେବା ଦେବୀଙ୍କ ଆଭୂଷଣ ଓ ଅଳଂକାର ବ୍ୟବସାୟ କରି ନିଜ  ଗୁଜରାଣ ମେଣ୍ଟାଉଛନ୍ତି ମାରିଗାଁର ସୁବାଷ ବଞ୍ଜାରା l ହାଟଭରଣ୍ଡି ପଂଚାୟତ ଅନ୍ତର୍ଗତ ମାରିଗାଁର ଧନସିଂ ବଞ୍ଜାରାଙ୍କ ପୁଅ ନିଜ ବାପାଙ୍କ ଅମଳରୁ ଏହିି

କାଳବୈଶାଖୀ : ଉଡ଼ିଗଲା ୧୦୦ରୁ ଅଧିକ ଘରର ଛାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ କାଳବୈଶାଖୀରେ ୧୦୦ରୁ ଅଧିକ ଘରର ଟିଣ ଘରର ଛପର ଉଡିଯାଇଥିଲା ବେଳେ ପ୍ରବଳ ବର୍ଷାରେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ଜନଜୀବନ ଏକ ପ୍ରକାର ବ୍ୟାହତ ହୋଇଥିଲା ବେଳେ ବିଦ୍ୟୁତ

୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ – ଏକବାର ଉପାସାନା ଦେଖିବାକୁ ଭକ୍ତଙ୍କ ଭିଡ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି, ଗୋଛାବାଡ଼ି, ନିମପଦରରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି | ଏକବାର ଉପାସାନା ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥିଲା | ଗ୍ରାମରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ପାଠ କରାଯାଇଥିଲା | ଶତାଧିକ