ସୁରାଟରେ ପ୍ରତିଷ୍ଠା ହେଲା ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଶ୍ରମିକ ସହାୟକ କେନ୍ଦ୍ର
ବ୍ରହ୍ମପୁର : ସୁରାଟରେ ରହୁଥିବା ଓଡ଼ିଆ ଶ୍ରମିକମାନଙ୍କ ଉପକାର ପାଇଁ ସୁରାଟ ସହରରେ ପ୍ରତିଷ୍ଠା ହେଲା ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର। ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ସୁରତର ପାଣ୍ଡେସର ରୋଡ଼ରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର!-->…