ବନାଗ୍ନି ରୋକିବାପାଇଁ ଟାଟାଷ୍ଟିଲର ସଚେତନତା କାର୍ଯ୍ୟକ୍ରମ
ଯୋଡ଼ା : ଟାଟାଷ୍ଟିଲ୍ ଲିମିଟେଡ ଦ୍ୱାରା ପରିଚାଳିତ ଯୋଡା ୱେଷ୍ଟ ଏବଂ ବାମେବାରି ଆଇରନ ଓ ମାଙ୍ଗାନିଜ ଖଣି ପକ୍ଷରୁ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ନିକଟରେ ଏକ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ!-->…