ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ର ୯୮ ତମ ବାର୍ଷିକ ମହାସଭା ଅନୁଷ୍ଠିତ
ରାୟଗଡ଼ : ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ଅନ୍ତର୍ଗତ ନାରାୟଣପୁର ବାପଟିଷ୍ଟି ମଣ୍ଡଳୀ ର ଶତବାର୍ଷିକୀ ଓ ଯୋବେଲ ମହୋତ୍ସବ ପାଲନ ହୋଇଯାଇଅଛି l ମଣ୍ଡଳୀ ସମ୍ମିଳନୀ ର ସଭାପତି ଦିଲୀପ ପସ୍ପୁରେଡି ଙ୍କ ସହ ସ୍ଥାନୀୟ ମଣ୍ଡଳୀର ପଳକ ବିକାଶ କୁମାର ବର୍ଦ୍ଧନ ଙ୍କ ନେତୃତ୍ବରେ ଚାରିଦିନ ଧରୀ ହେବାକୁ!-->…