ମନମୋହନ ବିଜେପି ସଭାପତି
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଆଜି ରାଜ୍ୟ ଶାଖା ବିଜେପିର ସଭାପତି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତ କରିଛନ୍ତି । ସେ ଦଳର ବିଦାୟୀ ସଭାପତି ସମୀର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ୨୦୨୪ ବିଧାନସଭା!-->…