ଜିଏସଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ଅକ୍ଷମ
ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ରାଜ୍ୟଗୁଡ଼ିକର ରାଜସ୍ୱ ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେମାନେ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ଉପରେ ଅତାଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । କରୋନା ସଙ୍କଟର ମୁକାବିଲା ଲାଗି ବିପୁଳ ପରିମାଣ ପାଣ୍ଠି ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟଗୁଡ଼ିକର!-->…