ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପ

● ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବାଘୁଆପାଳ-ବୁଢାପଙ୍କ ରେଳ ସେକ୍ସନ ନୀରିକ୍ଷଣ |● ବିଭିନ୍ନ ସୁବିଧା ଏବଂ ଟ୍ରାଫିକ୍ ଓ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା | ଭୁବନେଶ୍ୱର : ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ଅନୁଗୁଳ-ସୁକିନ୍ଦା ରେଳ

ଗୃହ ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । ତେବେ ଦୁର୍ନୀତି

୩ ଦିନିଆ ଓଡ଼ିଶା ଗସ୍ତରେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ସ୍ୱାଗତ କରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା

ଏ ବର୍ଷ ବିଦ୍ୟୁତ୍ କାଟ ହେବନି

ଭୁବନେଶ୍ୱର : ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରିବାକୁ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଶକ୍ତି ବିଭାଗ ଅନେକ ପଦକ୍ଷେପ ନେଇଛି । ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାକୁ ୨୦୧୯ରେ ଓପିଜିସି ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍କୁ ବୃଦ୍ଧି କରିଛି

ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବୀ ଜୋର ଧରିଲା, ଦସ୍ତଖତ ଅଭିଯାନ ଆରମ୍ଭ

ଆନନ୍ଦପୁର : ଆନନ୍ଦପୁର ସବଡିଭିଜନକୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା କରିବା ଦାବୀରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ, ଆନନ୍ଦପୁର ବିକାଶ ପରିଷଦ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ

ମ୍ୟାଟ୍ରିକ ପରୀକ୍ଷାରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଚମ୍ପୁଆ : ଚଳିତ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବାଧିକ ଅନୁପସ୍ଥିତ ଥିବାରେ ରେକଡ୍ କରିଛି ସରକାରଙ୍କ ଗଣଶିକ୍ଷା ବିଭାଗ । ଏହାସହ ପ୍ରତିବର୍ଷ ପ୍ରଶ୍ନ ପତ୍ର ଲିକ୍ ହେବା ଗୋଟିଏ ସାଧାରଣ ଘଟଣା ହୋଇଥିବା ବେଳେ ଶିକ୍ଷା ବିଭାଗ ନା କିଛି ଶିଖି ପାରୁଛି,ନା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି

ଆଦିବାସୀ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରୁଛି ନର୍ଭେରାମ କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ଖଣି କମ୍ପାନୀ ସବୁ ସମୟରେ ଲୋକଙ୍କ ମୌଳିକ ସୁବିଧା ପ୍ରତି ନଜର ଦେଇ ଆସିଛି । ଏହି ଖଣି ପରିସରରେ ବସବାସ କରୁଥିବା ଲୋକେ ଅତି ସରଳ , ନିରୀହ , ନିଷ୍ପାପ ଅଟନ୍ତି । ଆର୍ଥିକ ଅନାଟନ ଓ  ସଚେତନତା

ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ

ଜଗତସିଂହପୁର : ଶିକ୍ଷିତ ତଥା ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ନେଇ ଏବେ ଚିନ୍ତା ବଢ଼ିଛି । କ୍ରମାଗତ ଭାବେ ବାଲ୍ୟ ବିବାହ, କୁମାରୀ ମାତୃତ୍ୱ ବଢ଼ି ବଢ଼ି ଚାଲିଛି । ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩

ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଯୁଗ୍ମ ଟାସ୍କଫୋର୍ସ(ଜେଟିଏଫ୍) ଆଜି ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଈ ହାତୀ କଙ୍କାଳ ପାଇଛି । ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ;ସାମ୍ବାଦିକ ମାନେ ପ୍ରକୃତରେ ଜାଗ୍ରତ ପ୍ରହରୀ :…

ବ୍ରହ୍ମପୁର : ଗଣମାଧ୍ୟମର ପ୍ରତିନିଧି ମାନେ ସମାଜ ପ୍ରତି ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି। ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ପିପିଟି ର ତୃତୀୟ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ପିପିଟି ସଭାପତି