୮୨ ଟଙ୍କାରେ ପହଁଚିଲା ଡିଜେଲ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦର ବୃଦ୍ଧି
ନୂଆଦିଲ୍ଲୀ : ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮୨ ଟଙ୍କାରେ ପହଞ୍ଚିଛି। ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଲିଟର ପିଛା ଦ୍ଵିତୀୟ ଦିନ ପାଇଁ ୧୫ ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୯୪ ପଇସାରେ ପହଞ୍ଚିଛି।!-->…