‘ରାଉରକେଲା ୱାନ’ ପ୍ରକଳ୍ପ ଉପରେ ସହାରବାସୀଙ୍କ ନଜର
ରାଉରକେଲା: ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ୧୨୦.୩୬ କୋଟିଟଙ୍କା ବ୍ୟୟରେ ଆରମ୍ଭ ହେଉଥିବା ‘ରାଉରକେଲା ୱାନ’ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସହରବାସୀଙ୍କର ଆଖି ରହିଛି। କାରଣ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଉପରେ ରାଉରକେଲା ସହରର ସାମଗ୍ରିକ ବିକାଶ ନିର୍ଭର କରୁଛି।!-->…