ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠାରୁ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ । ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ

ଆସିକା ଓକିଲ ସଂଘ ବୈଠକରେ ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି

ଆସିକା : ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଭାବ ବେସ ପରିଚିତ କିନ୍ତୁ ଦୁଃଖ ଓ ପଶ୍ଚାତତାପର ବିଷୟ ଆସିକା ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ନାଲି ଫିତାତଳେ ଚପାଈ ଦିଆଯାଉଛି ଆସିକା ଉପରେ ନିର୍ଭର କରୁଥିବା କବିସୂର୍ଯ୍ୟନଗର,

ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ

ଛତ୍ରପୁର: ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ ଓ ସମୟ ସରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ୱରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ ଯାତ୍ରା

ତାଲୁକ ଆଇନ ସେବା କମିଟିର ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ମାନନୀୟ ଅତିଥି ଭାବେ

ଧାମରା ବନ୍ଦର ପରିସରରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଧାମରା : ଧାମରା ବନ୍ଦର ପରିସରରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହୋଇଛି । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପତାକା ଉତ୍ତୋଳନ କରି ଉଦ୍ଘାଟନ କରିବା ସହିତ କର୍ମଚାରୀଙ୍କ

ପ୍ରସିଦ୍ଧ ମା ବୁଢି ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ତାରିଖ ଚୁଡାନ୍ତ

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢି ଠାକୁରାଣୀଙ୍କ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ମାଙ୍କ ବାପ ଘର କୁହା ଯାଉଥିବା ଦେଶି ବେହେରାଙ୍କ ପକ୍ଷରୁ ତାରିଖ ଚୁଡାନ୍ତ ହୋଇଛି । ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢି ଠାକୁରାଣୀଙ୍କ ଯାତ୍ରା

୨୦୨୪ ନିର୍ବାଚନ : ୪୫ରୁ ଅଧିକ ବିଶାଳ ରାଲି କରିବେ ମୋଦୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏକ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳ ହାରିଥିବା ୧୬୦ ଟି ଲୋକସଭା ଆସନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି ନିର୍ବାଚନମଣ୍ଡଳୀ

ପୁଣି ଆସିବ କି ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା!

ନୂଆଦିଲ୍ଲୀ : ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି । ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି )କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି । ଏହି

ବିପଦକୁ ନିମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫରମର

ଚମ୍ପୁଆ : ଉପାନ୍ତ ଚମ୍ପୁଆ ବ୍ଲକ, ସୁନାପଶି ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପ୍ରସ୍ଥ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ମୁକୁଳା ଭାବରେ ଠିଆ ହୋଇ ରହିଛି ଏକ ଟ୍ରାନ୍ସଫର୍ମର l ଯେଉଁଥିରେ ସୁରକ୍ଷା ବାଡ଼ ନାହିଁ କି କଟଆଉଟର ବ୍ୟବସ୍ଥା ମଧ୍ୟ ନାହିଁ l ଟ୍ରାନ୍ସଫର୍ମରଟି ବିଦ୍ୟାଳୟ ନିକଟ

ଅଗ୍ନିବୀରଙ୍କ ଲାଗି ବିଏସଫରେ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ : ଅଗ୍ନିବୀର ଚାକିରି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସୁବିଧା ଦିଆଯାଇଥିଲା ବେଳେ ଏହା ନିର୍ଦ୍ଧିଷ୍ଟ ସମୟସୀମା ଲାଗି ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେବା ନିବୃତ ଅଗ୍ନିବୀରମାନଙ୍କ ପାଇଁ ବିଏସଫରେ ଚାକିରି ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ