ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ‘ଫିଟନେସ୍ ଦିବସ’ ଭାବରେ ପାଳନ
ଯୋଡା : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ଖଣି କର୍ମଚାରୀମାନଙ୍କ ଦ୍ୱାରା ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ‘ଫିଟନେସ ଦିବସ’ ଭାବରେ ପାଳନ କରାଯାଇଛି I ଏହି ଅବସରରେ କର୍ମଚାରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର!-->…