ସରକାରୀ ବସରେ ନିଆଁ ଲଗାଇଲେ ବିକ୍ଷୋଭକାରୀ
ରାୟଗଂଜ: ଯୁବତୀଙ୍କୁ ଦୁଷ୍କର୍ମ ତା ପରେ ହତ୍ୟାକୁ ନେଇ ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉତେଜିତ ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ସରକାରୀ ବସ ଓ ପୋଲିସ ଗାଡିରେ ନିଆଁ ଲଗାଇଦେଇଛନ୍ତି । ପୋଲିସର କହିବା ଅନୁସାରେ ଯୁବତୀ ଜଣଙ୍କ ସକାଳୁ ବାହାରକୁ!-->…