ବର୍ଷା ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ
ଯାଜପୁର- ମଙ୍ଗଳପୁର ଥାନା ଇଜାପୁର ଗାଁରେ ବର୍ଷା ଜଳ କାଳ ହୋଇଛି । ଘର ପାଖରେ ଜମି ରହିଥିବା ବର୍ଷାଜଳରେ ପଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସୂଚନାଅନୁସାରେ , ବିଂଝାରପୁର ଥାନା ଘଂଟିଆଳ ପଂଚାୟତ କାଜିବାଗ୍ ଗାଁକୁ ବୁଲିବାକୁ ଯାଇଥିଲା । ତେବେ ଭଣଜା କଥା ମୁତାବକ ମାମୁ ବଜାରରୁ ଆମ୍ବ!-->…