ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ : ଆଇଏମ୍ଏ
ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୦ ହଜାର ପାଖାରେ ପହଞ୍ଚିଥିଲା । ଏସବୁ ଭିତରେ ରବିବାର ଭାରତୀୟ ମେଡିକଲ ଆସୋସିଏସନ (ଆଇଏମଏ) ବଡ ବୟାନ ଦେଇ କହିଛି,!-->…