ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଓଡ଼ିଶା ମାଟିର କିମ୍ବଦନ୍ତୀ ବିକାଶ ପୁରୁଷ, ଆଧୁନିକ ଓଡ଼ିଶା ନିର୍ମାଣର ପୁରୋଧା ବିନ୍ଧାଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟ ପାଇଁ ଓଡ଼ିଶା

‘ଓଡ଼ିଶା ୱିମେନ ଇନ୍ ମିଡିଆ’ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ର ସହ ଜଡ଼ିତ ତଥା କାର୍ଯ୍ୟରତ ମହିଳାମାନଙ୍କୁ ନେଇ ‘ଓଡ଼ିଶା ୱିମେନ ଇନ୍ ମିଡିଆ’(ଓଡବ୍ଲ୍ୟୁଏମ୍) ଶନିବାର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ଉନ୍ମୋଚିତ ହୋଇଛି । ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ମହାନଗର

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ ଅଧିନାୟକ ବାବର ଆଜମ ଏକ ବଡ଼ କଥା କହିଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ସେ ସମ୍ପୂର୍ଣ୍ଣ

ରାଜ୍ୟରେ ୯୧୦ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର : ଜଳୁଛି ଜଙ୍ଗଲ । ମୟୂରଭଞ୍ଜର ବାରିପଦା ସର୍କଲରୁ ଆରମ୍ଭ କରି ମାଲକାନଗିରିର ଏମ୍ଭି-୧୭ ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଲାଣି । ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡିରେ ସ୍ଥିତି ସାଂଘାତିକ । ଖରା ବଢ଼ିବା ସହ ଏ ଜଙ୍ଗଲ ନିଆଁ ଏବେ

ତୃତୀୟ ଟେଷ୍ଟରେ ୯ ୱିକେଟରେ ହାରିଲା ଭାରତ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର-ଗାଭାସ୍କର ଟ୍ରଫି’ର ୩ୟ ଟେଷ୍ଟ୍ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ,

୩୧ ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର : ୪ ଗିରଫ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି । ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍ (୪୦),

ତ୍ରିପୁରା, ନାଗାଲାଣ୍ଡରେ ବିଜେପି, ମେଘାଳୟରେ ଝୁଲା

ନୂଆଦିଲ୍ଲୀ: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ । ମାତ୍ର ମେଘାଳୟରେ ଏବେ

ତାଲିବାନ ଓ ଆଫଗାନିସ୍ତାନ

ବିଶ୍ୱବାସୀ ଏବେ ପ୍ରାୟତଃ ସ୍ଥିର ନିଶ୍ଚିତ ଯେ ଆଫଗାନିସ୍ତାନ ଶାସନ ଡୋରି ତାଲିବାନ ପାଖରୁ ହଟିବା ଅସମ୍ଭବ । ଅର୍ଥନୈତିକ ଚାପ ଯୋଗୁ ହେଉ, କୂଟନୈତିକ ନିର୍ଯ୍ୟାସରୁ ହେଉ ଅଥବା ଦୀର୍ଘ ଦୁଇ ଦଶନ୍ଧି ଧରି ମାର୍କିନ ସୈନ୍ୟ ଆଫଗାନିସ୍ତାନରେ ରହିବାର ଦୁଃଖକୁ ଲାଘବ କରିବାକୁ ହେଉ; ହ୍ୱାଇଟ୍

ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବେ ୯ ଜଣ ପାଇବେ ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ଜଣ ନୂତନ ବିଚାରପତି ନିଯୁକ୍ତ ହେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ସୁପାରିଶ କରିଥିବା ସମସ୍ତ ୯ ଜଣଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଫଳରେ ଉକ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପଥ