ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ, ୪୦୦ ସେବାୟତଙ୍କୁ ମିଳିବ ଘର
ପୁରୀ: ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମନ୍ଦିିରର ୪୦୦ ସେବାୟତଙ୍କୁ ଘର ମିଳିବ । ଆଜି ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ଯେ, ଘର ପାଇଁ ପ୍ରତି ସେବାୟତଙ୍କୁ ଘର!-->…