ପଞ୍ଜାବୀ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା ପୁରସ୍କାର
ଚଣ୍ଡିଗଡ: ଭାରତୀୟ ପୁରୁଷ ହକି ଟିମ୍ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ପଞ୍ଜାବ ସରକାର ଆଜି ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଜର୍ମାନିକୁ ପରାସ୍ତ କରି ଭାରତ କାଂସ୍ୟପଦକ ହାସଲ କରିଛି । ଭାରତୀୟ ହକି ଟିମ୍ରେ!-->…