ଆର୍ଥିକ ବିକାଶ ବିନା ସ୍ୱାଧୀନତା ଅଧୁରା
ଭୁବନେଶ୍ୱର: ଅର୍ଥନୈତିକ ପ୍ରଗତି ବିନା ସ୍ୱାଧୀନତା ଅଧୁରା ବୋଲି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ୍)ର ଅଧ୍ୟକ୍ଷ ତଥା ନ୍ୟାୟବତୀର ସମ୍ପାଦକ ଶ୍ରୀ ଅଧୀପ ନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି । ଅମିତ, ନ୍ୟାୟବତୀ ଓ ଇନ୍ଫୋଟେକ ପରିସରରେ ଆୟୋଜିତ ୭୫ତମ!-->…