ବଢିବ ବେକାରୀ

କରୋନା ମହାମାରୀ ସାରା ବିଶ୍ୱକୁ ଅଥୟ କରିଦେଇଥିଲା ବେଳେ ଆମ ଦେଶ ଭାରତ ଏଥିରୁ ବାଦ ପଡିନାହିଁ । ଏପରିକି ଆମ ଦେଶରେ ଏହି ମହାମାରୀ ବହୁ ସମୟ ପରେ ଆସି ଆସିଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଏତେ ଦୃତଗତିରେ ବୃଦ୍ଧି ପାଉଛି ଯେ, ଆମେ ଅଧିକ ଆକ୍ରାନ୍ତ ଦେଶ ତାଲିକାରେ ଉପରକୁ

ଚୀନ ପ୍ରତି କଠୋର ହେଉଛି ଭାରତ

ନୂଆଦିଲ୍ଲୀ : ଲାଦାଖର ଗଲୱାନରେ ଚୀନ ଯବାନଙ୍କ ଅତର୍କିତ ଆକ୍ରମଣରେ ୨୦ଜଣ ଭାରତୀୟ ଜବାନ ସହୀଦ ହେବା ପରେ ଚୀନପ୍ରତି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଚୀନ ସାମଗ୍ରୀ ଆମଦାନୀ ହ୍ରାସ କରିବାଲାଗି ଏକ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି । ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ

ଅଧିକ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱ

ବଲାଙ୍ଗୀର:ସ୍ଥାନୀୟ ପୂର୍ବ ବିଭାଗର ଡାକ ବଙ୍ଗଲା ଠାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ୱ ନେଇଥିବା ପ୍ରଫେସର ଦୀପକ କୁମାର ବେହେରାଙ୍କ ମଧ୍ୟରେ ଏହି ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି । ଅପରାହ୍ନ

ବଲାଙ୍ଗୀରରେ ଲୋକଙ୍କୁ ଅଫିସ ମନା

ବଲାଙ୍ଗୀର: ସଂପ୍ରତିକ କୋଭିଡ-୧୯ ପରିସ୍ଥିତିରେ ବିଭିନ୍ନ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିମାନେ ଏଣିିକି ବିଭିନ୍ନ କାର୍ଯ୍ୟାଳୟକୁ ନଆସି ନିମ୍ନଲିଖିତ ଟେଲିଫୋନ ନଂ ଓ ହ୍ୱାଟସ୍ଆପ ମାଧ୍ୟମରେ କିମ୍ବା ଇ-ମେଲ ଜରିଆରେ ତାଙ୍କର ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ

୫୯ ଜଣଙ୍କ ସ୍ୱାବ ପରୀକ୍ଷା

ଯାଜପୁର : ଅକରପଡ଼ା ପଂଚାୟତ ଇଟରା ଗ୍ରାମକୁ ଫେରି ଘରୋଇ ସଂଗରୋଧରେ ଥିବା ଗ୍ରାମର ଜଣେ ହରିଆନା ଫେରନ୍ତାଙ୍କ ସ୍ୱାବ୍ ପଜିଟିଭ ଆସିବା ପରେ ସଂପୃକ୍ତ ଆକ୍ରାନ୍ତଙ୍କ ଏବେ ଡ଼ୁବୁରୀ ସ୍ତିତ ଟାଟା କୋଭିଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ଇଟରା ଗ୍ରାମ ସାହୁ ସାହିକୁ ଜିଲ୍ଲା

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ହୋଲ୍ଡିଂ ଟିକସ

ଭୁବନେଶ୍ୱର- କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ

ରାୟଗଡାରେ କରୋନା ନେଲା ପ୍ରଥମ ଜୀବନ

ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଜଣେ ୮୦ ବର୍ଷ ବୃଦ୍ଧା କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ସ୍ଥ୍ୟସ୍ଥବିଭାଗ ତରଫରୁ ସ୍ପଷ୍ଟିକରଣ କରାଯାଇଛି । ଏ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ କରୋନାରେ

୬ଟି ବ୍ରିଜ୍ ର ଉଦ୍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କାଶ୍ମୀରର ୬ଟି ବ୍ରିଜର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ବ୍ରିଜର ଉଦଘାଟନ କରିଛନ୍ତି ରାଜନାଥ ସିଂହ । ବିଆରଓ ଦ୍ୱାରା ତିଆରି ହୋଇଛି ଏହି ବ୍ରିଜ୍ । ଜମ୍ମୁ କଶ୍ମୀରରେ ତିଆରି ହୋଇଥିବା ଏହି ୬ଟି

ଆଉ ୩ ମାସ ମାଗଣା ଗ୍ୟାସ ଯୋଜନା ଗରିବଙ୍କୁ ଲାଭ ଦେବ : ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମବୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ଦେଶର ଗରିବ ମାଆ ଓ

ବିଚ୍ ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହତ୍ୟା

ଯାଜପୁର : ଯାଜପୁର ରୋଡ ଥାନା ରାଛିପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ମଝିରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁବୃତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି । ଦୁବୃତର ଆକ୍ରମଣରେ ଜଣେ ଶିକ୍ଷକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶିକ୍ଷୟତ୍ରୀଙ୍କ ନାଁ ମହାମାୟା ଜେନା ।