ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଲା ରାଜ୍ୟର ୫ଜିଲ୍ଲା
କଟକ – ମାଓପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟର ୫ ଜିଲ୍ଲା ବାଦ୍ ପଡିଛି । ରାଜ୍ୟର ଅନୁଗୁଳ, ବୌଦ୍ଧ,ସମ୍ବଲୁର, ଦେବଗଡ ଓ ନୟାଗଡ ମାଓ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିଦେ୍ର୍ଧଶକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି, ଏହାକୁ!-->…