ଗାତରେ ରହୁଥିବା ଅସହାୟ ବୃଦ୍ଧା ଉଦ୍ଧାର
ବାରିପଦା: ମାଆ ଆଖିରେ ଭରି ରହିଥାଏ ଅସୁମାରୀ ସ୍ୱପ୍ନ । ପୁଅ ବଡହେଲେ ମାଆର ଯତ୍ନ ନେବ, ତାର ବୃଦ୍ଧାବସ୍ଥାରେ ପୁଅ ସେବା ସୁଶୃଷା କରିବ । ହେଲେ ସେହି ପୁଅ ବଡ ହେବା ପରେ ଯେତେବେଲେ ମାଆକୁ କରିଦିଏ ସାତପର ସେତେବେଳେ ମାଆ ପାଲଟିଯାଏ ଅସହାୟ । ଆଖିର ଲୁହକୁ ନିଜେ ପିଇବି ମାଆ କେବେ ପୁଅର!-->…