ବିଡା ବିଡା ଟଙ୍କା, ସୁନା ଅଳଙ୍କାର ଜବତ୍
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିଡା ବିଡା ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ଟଙ୍କା ଦେଖି ଭିଜିଲାନ୍ସ!-->…