ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି କର୍ମଚାରୀଙ୍କ ଧାରଣା

ମାଲକାନଗିରି : ଦୀର୍ଘ ମାସ ଧରି ଅବହେଳିତ କୃଷି କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କତୃପକ୍ଷ ଉଦାସୀନ ରହି ଆସୁଥିବା କାରଣରୁ ଜିଲ୍ଲା କୃଷି କର୍ମଚାରୀ ସଂଘ ରାଜ୍ୟ କୃଷି କର୍ମଚାରୀ ସଂଘ ନିର୍ଦ୍ଦେଶନାରେ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଛନ୍ତି ।  ଫେବୃୟାରୀ

ବଣ୍ଡା ଘାଟିର ଦେବଦୂତ ଡାକ୍ତର ଚମ୍ପେଶ୍ୱର

ମାଲକାନଗିରି : ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ,ସେହି ବଣ୍ଡାଘାଟିରେ ବଣ୍ଡାଙ୍କ ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ ଉଦ୍ୟମ କରିଛନ୍ତି। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା ବଣ୍ଡାଘାଟିର

ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ…

● ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ |● ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା

୪ଚୋରା ବାଇକ ଜବତ -୨ଗିରଫ

ଚମ୍ପୁଆ : ଚମ୍ପୁଆ ଥାନା ଅଞ୍ଚଳରେ ବାରମ୍ବାର ବାଇକ ଚୋରୀ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି କିଛି ଦିନ ଭିତରେ ସହରାଞ୍ଚଳରୁ ୪ଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ଚମ୍ପୁଆ ଥାନାର ନୂତନ ଅଧିକାରିଣୀ ଦେବକୀ ନାଏକ ୪ଟି ଯାକ

ଆନ୍ଧ୍ର ମାରିନେଲା ଓଡିଶା ଚାତକ

କୋଟିଆ ପରେ ଆନ୍ଧ୍ରର ଟାଗେର୍ଟରେ ଗଜପତିର ଦୁଇଟି ଗାଁ ରାୟଗଡ଼ : କୋଟିଆରେ ଯେଉଁ ଭଳି ଓଡିଶା ନାକେ ଦମ ହେଲା , ଆନ୍ଧ୍ର ଏବେ ଗଜପତି ଜିଲ୍ଲାରେ ଆରମ୍ଭ କରିଛି ଅପରେସନ୍ । କେଉଁଠି ପ୍ରଲୋଭନ ତ ଆଉ କେଉଁଠି ଜୋରଜବଦସ୍ତ ପଶି ଓଡିଶାକୁ କରୁଛି ଆନ୍ଧ୍ର ଭକୁଆ । ଦେଖନ୍ତୁ ପଡୋଶୀ ଆନ୍ଧ୍ର ପ୍ରଦେଶ

ରାୟଗଡ଼ : ପେଟ୍ରୋଲ ଗାଡି ଦୁର୍ଘଟଣା ହୋଇ ଏକ ମୃତ ଏକ ଆହତ

ରାୟଗଡ଼ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରେଗିଡିସିଂ ଘାଟି ନିକଟରେ ଏକ ପେଟ୍ରୋଲ ନେଇ ଆସୁଥିବା ଗାଡ଼ି ଭାରଶ୍ୟାମ ହରାଇ ଗାଡ଼ିଟି ତଳକୁ ଖସି ଯିବା ଫଳର ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି l ଉକ୍ତ ଗାଡିଟି ପାରଳାଖେମୁଣ୍ଡି ଠାରୁ ଜିରାଙ୍ଗ,

ଲୁଚକାଳି ଖେଳ ହେବକି କାଳ

ବିଧାନ ସଭାରେ ତାରାଙ୍କ ଗର୍ଜନ ଭୁବନେଶ୍ୱର: କଂଗ୍ରେସର ଟାଣୁଆ ନେତା ତାରା ବାହିନୀପତି ଲମେକ୍ସ ଲୁଟ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗରେ ଚଳିତ ବିଧାନ ସଭାର ପ୍ରଶ୍ନ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ବାନ୍ଧିବା ସହିତ ସେମାନଙ୍କର bank

ବିଦ୍ୟାଳୟ କାନ୍ଥରେ ରେଳ ପ୍ରକଳ୍ପ ଆରମ୍ଭ-ଶେଷ

କାହାର ଆନ୍ତରିକତା କେତେ ? ରେଳଗାଡି ଦେଖିବାକୁ ଆଉ କେତେବର୍ଷ ଲାଗିବ ? ନବରଙ୍ଗପୁର : ସ୍ୱାଧୀନତାର  ୭୫ ବର୍ଷ ପରେ ବିଦ୍ୟାଳୟର କାନ୍ଥରେ ଚିତ୍ରାଙ୍କନକୁ ଦେଖି ଛାତ୍ରଛାତ୍ରୀ ରେଳ ଦେଖିବାକୁ ସକ୍ଷମ ହେଲେ। ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଓ କେନ୍ଦ୍ର ସରକାରଙ୍କ ବଜେଟରେ ଅର୍ଥ

ଠିକା ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା ଦାବିରେ ବନ୍ଦର ସଚିବଙ୍କୁ ପୋର୍ଟ ୱାର୍କର୍ସ ୟୁନିୟନର ଦାବିପତ୍ର ପ୍ରଦାନ

ପାରାଦୀପ : ପାରାଦୀପ ବନ୍ଦରରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ସମାନ କାମକୁ ସମାନ ଦରମା ଦାବୀ ହୋଇଆସୁଥିବା ବେଳେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ (ଏଚଏମଏସ) ର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ସେଠୀ ଏବଂ କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ ବୁଧବାର ଦିନ ବନ୍ଦରର ସଚିବଙ୍କୁ

ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୋକ ଅଭ୍ୟାସ

ନବରଙ୍ଗପୁର :  ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ  ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ  ଟେବୁଲ ଟପ ଆଲୋଚନା ଚକ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ