ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା
ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି!-->…