ରାଜ୍ୟରେ ପୁଣି ୬୫ ମୃତ: ୧୬୫୨ ନୂଆ ପଜିଟିଭ୍
ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଗତ କିଛି ଦିନ ଧରି ରାଜ୍ୟରେ ପ୍ରାୟତଃ ସ୍ଥିର ରହିଥିଲା ବେଳେ ଆଜି ୧୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୬୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ!-->…