ଜେଲ ଗଲେ ବିଜୁ ଯୁବ ବାହିନୀ ସଭାପତିିିିିି
ବିଂଝାରପୁର, ୧୮.୬ (ନି.ପ୍ର.): ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ଫାଣ୍ଡି ଥାନା ଅଧିକାରୀଙ୍କୁ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀ ସଭାପତି ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣା ପଡିଛି । ଅଭିଯୋଗ ଅନୁଯାଇ ଶନିବାର ବୂର୍ବାହ୍ନରେ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ନିଳମଣି ମଲ୍ଲିକ!-->…