ଚୀନ ମୋବାଇଲ ୪-ଜି ଅପଗ୍ରେଡ୍ ହେବନାହିଁ
ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନକୁ ଏବେ ହାତରେ ନ ମାରି ଭାତରେ ମାରିବ ଭାରତ। ବୁଧବାର ଟେଲିକମ୍ ମନ୍ତ୍ରଣାଳୟ ବିଏସ୍ଏନଏଲ ଓ ଏହାର ସହଯୋଗୀ କମ୍ପାନୀଗୁଡିକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ନିର୍ମିତ ମୋବାଇଲ ଫୋନଗୁଡିକୁ ୪-ଜି ଅପଗ୍ରେଡେସନ ଦିଆଯିବ ନାହିଁ ।!-->…