ପରଲୋକରେ ବିଧାୟକ ମଦନମୋହନ
ବାଲେଶ୍ୱର- ବାଲେଶ୍ୱର ସଦର ବିଧାୟକ ମଦନମୋହନଙ୍କ ବୁଧବାର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷବୟସ ହୋଇଥିଲା । ବିଜେପି ଟିକେଟରେ ଲଢି ବାଲେଶ୍ୱର!-->…