ali faza ମା’ଙ୍କର ଦେହାନ୍ତ!
ବଲିଉଡ୍ ଅଭିନେତା ଅଲ୍ଲି ଫଜଲ ମା’ଙ୍କର ଗତକାଲି ଦେହାନ୍ତ ହୋଇଛି । ଅଲ୍ଲି ଫଜଲଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ହଠାତ୍ ଅଲ୍ଲିଙ୍କ ମା’ଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହିଁ ତାଙ୍କର ଅନ୍ତିମ ସଂସ୍କାର!-->…