ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ

କେନ୍ଦ୍ରାପଡା- ଆଳି ବ୍ଳକ ବଡାମ୍ବିଳା ପଂଚାୟତ ନମୌଜା ହାଇସ୍କୁଲ ଓ ବଡାମ୍ବିଳା ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳିତ ହୋଇଯାଇଛି । ସଙ୍ଗରୋଧର ନିଃସଙ୍ଗତାକୁ ଦୂର କରିବା ପାଇଁ ବଡାମ୍ବିଳା ସରପଂଚ ଭରତ ସେଠୀ, ପଂଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ସମାଜସେବୀ

ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ବିଭାଗୀୟ ୧୭୩୧ଟି ଆବାସିକ ବିଦ୍ୟାଳୟରେ ରହି ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୬ ଲକ୍ଷ

ଓଡିଶାବାସୀଙ୍କୁ ରଜ ଶୁଭେଚ୍ଛା

ଭୁବନେଶ୍ବର : ଗଣପର୍ବ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍ କରି ଯେ ରଜ ପର୍ବ ଅବସରରେ

ବେଜିଂକୁ ଫେରିଲା କରୋନା

ବେଜିଂ : ଚୀନ୍‌କୁ ଫେରିଲା କରୋନା। ଏହାର ମୁକାବିଲା ପାଇଁ ବେଜିଂ ଜିଲାରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସ୍ଥାନୀୟ ସିନ୍‌ଫାଦି ହୋଲ୍‌ସେଲ୍‌ ବଜାର ଓ ଜିଙ୍ଗ୍‌ସେନ୍‌ ସାମୁଦ୍ରିକ ଖାଦ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳ, ପର୍ଯ୍ୟଟନ ଓ ଅନ୍ୟାନ୍ୟ

ପୁଣି ୧୮୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ରବିବାର ପୁଣି ନୂଆ ୧୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୫ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା

ସବୁ ଜିଲାକୁ ଛୁଇଁଲା ମୌସୁମି

ଭୁବନେଶ୍ବର : ରାଜ୍ୟର ପ୍ରାୟ ସବୁ ଜିଲାକୁ ଛୁଇଁଲା ମୌସୁମି :  ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷିବ। ଆଠ

ଗଞ୍ଜାମ ଜିଲ୍ଲାରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନ

ଗଞ୍ଜାମ- ରବିିବାର ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଜାରି ରହିବ ଲକଡାଉନ କଟକଣା । ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବଧିକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହିି ନିଷ୍ପତି ନେଇଛନ୍ତି । ସକାଳ ୭ରୁ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ

ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଗଞ୍ଜାମ- ରାଜ୍ୟରେ ପୁଣି କରୋନା ଆକ୍ରାନ୍ତରେ ଜଣଙ୍କମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତିଙ୍କ ଘର ଗଞ୍ଜାମ ଓ ବୟସ ୫୦ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୬କୁ

ଭୁବନେଶ୍ୱର ଫେରିଲେ ବିଜୟ ମହାନ୍ତି

ଭୁବନେଶ୍ୱର-ବରିଷ୍ଠ ଓଡିଆ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱରରେ ପଂହଚିଛନ୍ତି । ଓଡିଶା ଆସିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ । ଗତ କିଛି ଦିନ ହେବ ହୃଦଘାତ ହେବା

ଦୁବାଇରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଆଣୁଛନ୍ତି ଲେଡି ପାଇଲଟ

ଭୁବନେଶ୍ୱର- କରୋନା ଲକଡାଉନ ଯୋଗୁଁ ଦୁବାଇରେ ଫସି ରହିଥିବା ୨୧୫ ଓଡିଆ ପ୍ରବାସୀ ଏୟାର ଆରବିଆ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିମାନର ପାଇଲଟ ଜଣେ ଝିଅ । ତାଙ୍କ ଘର ଭୁବନେଶ୍ୱର । ଦୁବାଇର ଓଡିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ ଜରିଆରେ