ଜିମ୍ ଖୋଲିବା ପାଇଁ ମାଲିକ ସଙ୍ଘର ଦାବି
ବ୍ରହ୍ମପୁର,୧୪ ।୦୬(ନି.ପ୍ର.): ଗଞ୍ଜାମ- କରୋନା ମହାମାରୀକୁ ନେଇ ସରକାର ତାଲା ବନ୍ଦ ଘୋଷଣା କରିଥିଲେ । ଏହି ତାଲା ବନ୍ଦ ଦ୍ୱାରା ସବୁ ବ୍ୟବସାୟ ଯେପରି ଠପ୍ ହୋଇଯାଇଥିଲା । ଏହି ନିୟମକୁ ମାନି ଜିମଗୁଡିକ ମଧ୍ୟ ୩ ମାସ କାଳ ବନ୍ଦ ରଖିଥିଲେ । ହେଲେ ଏବେ ଦେଖିବା କଥା ରାଜ୍ୟ ସରକାର ଜୁନ ୩୦!-->…