ଭିଜିଲାନ୍ସ ଜାଲରେ ସିଭିଡିଓ : ୪ ଲକ୍ଷ ଟଙ୍କା ଜବତ
ବାରିପଦା,୧୨ ।୦୬(ନି.ପ୍ର.): ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଭିଡିଓ) ଅଭୟ କୁମାର ତ୍ରିପାଠୀ କାରର୍ରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କ ନିକଟରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣା!-->…