୨ଟି ବାଘଛାଲ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୩ ।୦୬(ନି.ପ୍ର.): ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରୁ ୨ଟି ବାଘଛାଲ ଜବତ ହୋଇଛି । ବାଘ ଛାଲ ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସ୍ଟିଏଫ୍ ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଂଚ ଏସ୍ଟିଏଫ୍ ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରେ ଚଢ଼ାଉ…

କରୋନା ଯୋଦ୍ଧାଙ୍କୁ କରୋନା

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତର ଆକ୍ରାନ୍ତ ଭବାନୀପାଟଣା,୧୩ ।୦୬(ନି.ପ୍ର.): କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ…

ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଭିମପୁର ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ଏବଂ  ଭରତପୁର ଅଞ୍ଚଳରୁ ୩୬ ବର୍ଷୀୟ ଯୁବକ ରହିଛନ୍ତି । ଏହି ଦୁଇ ଜଣ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସେହିପରି…

ଚନ୍ଦ୍ର ଅଭିଯାନ ପ୍ରସ୍ତୁତି ଚଳାଇଛନ୍ତି ଭାରତ-ଜାପାନ

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମିଳିତ ଭାବେ ଆରମ୍ଭ କରିଛନ୍ତି ଚନ୍ଦ୍ର ଅଭିଯାନ ପ୍ରସ୍ତୁତି । ଏହି ଅଭିଯାନରେ ଲ୍ୟାଣ୍ଡର ଏବଂ ରୋଭରକୁ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ।, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଲ୍ୟାଣ୍ଡର ନିର୍ମାଣର ନେତୃତ୍ଵ ନେବ। ଜାପାନର…

ହାତୀ ଛୁଆର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : କୁଆଁରମୁଣ୍ଡା ରେଂଜରୁ ଏକ ଛୁଆହାତୀର ମୃତ ଦେହ ଉଦ୍ଧାର ହୋଇଛି। ଫାଶ ବସାଇ ଉକ୍ତ ହାତୀଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛୁଆହାତୀର ମୃତଦେହରେ କ୍ଷତଚିହ୍ନ ଥିବା ଜଣାପଡ଼ିଛି। ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଜମ୍ମୁ କାଶ୍ମୀର : ଏନକାଉଣ୍ଟରେ, ୪ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀର : ଅନନ୍ତନାଗ ଓ କୁଲଗ୍ରାମରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ କର୍ଡନ୍ କରିବା ସହ ତଲାସି ଅଭିଯାନ କରିଥିଲା । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀମଧ୍ୟରେ ଗୁଳିବିନିମୟ ହୋଇଥିଲା । ଭାରତୀୟ…

ଯୁବକର ଉନ୍ମତ୍ତକାଣ୍ଡ: ଜାଳିଦେଲା ହାଇଓ୍ଵା , ଡ୍ରାଇଭରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଉଦ୍ୟମ

ଆଳି: ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇ ବଜାରରେ ଗୋଟିଏ ହାଇଓ୍ବା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା।  ଡ୍ରାଇଭର…

ଶତ।ଯୁ କ୍ରିକେଟର ରଇଜିଙ୍କମୃତ୍ୟୁ

ମୁମ୍ବାଇ: ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ଦଶନ୍ଧିର କ୍ୟାରିଅର୍…

ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ହ ଭାରତର ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି।  ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ବିବାଦର ସମାଧାନ ନିମନ୍ତେ   ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି।  ପ୍ରତିରକ୍ଷା…