Husbandଙ୍କ haircut କରିଲେ ଡିମ୍ପଲ୍ ଗର୍ଲ!
ଲକଡାଉନ ସେଲିବ୍ରିଟି ଏବେ ଘରେ ରହି ରୋଷେଇ କରିବାଠାରୁ ଆରମ୍ଭ କରି ବଗିଚା ସଫା କରିବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।
ବଲିଉଡ୍ର ଡିମ୍ପଲ୍ ଗର୍ଲ ପ୍ରୀତି ଜିଣ୍ଟା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେ ସ୍ବାମୀ ଜିନ୍ ଗୁଡଇନଫ୍ଙ୍କ କେଶ କାଟୁଥିବା ଭିଡିଓ!-->!-->!-->!-->!-->!-->!-->…