ବଢିଲା ସୁନା ଦର

ନୂଆଦିଲ୍ଲୀ- ବୁଧବାର ପୁଣି ସୁନା ଓ ରୂପା ଦରରେ ପରିବର୍ତନ ଦେଖିବାକୁ ମିଳିଛି । ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପଂହଚିଛି । ସେହିଭଳି ରୂପା ଦର ପ୍ରତି କିଲୋଗ୍ରାମକୁ ୩୫ ଟଙ୍କା ବୃଦ୍ଧି ପାଇଛି ।ଗତକାଳି ରୂପା ଦର ପ୍ରତି କି.ଗ୍ରାକୁ ୪୭ ହଜାର ୮୦୦

ଏମସର ୪ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ କରୋନା । ଏମସର ୪ ଡାକ୍ତରଙ୍କ କରୋନା ପଜିଟିଭ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସିନିୟର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି । ଏମାନେ ଏକାଠି ରହୁଥିଲେ । ଏହି ସୂଚନା ଦେଇଛନ୍ତି ଏମସର ନିର୍ଦେଶକ ଡ. ଗୀତାଞ୍ଜଳୀ । ପୂର୍ବରୁ ଜଣେ ଜୁନିୟର ଡାକ୍ତର

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଗାଁ ଲୋକ

ଦେବଗଡ- ତିଲେଇବଣି ବ୍ଳକର ସଡୋ ସଂଗରୋଧ କେନ୍ଦ୍ରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ଶିକ୍ଷକ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗ୍ରାମବାସୀ ଘଂଟ ବଜାଇ ଓ ହୁଳୁହୁଳି ଦେଇ ପାଛୋଟି ନେଇଛନ୍ତି । ଗତ ମେ ୨୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଦେବଗଡ କୋଭିଡ ହସ୍ପିଟାଲରେ

୮୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ: ଡ୍ରାଇଭର ମୃତ

ବାରିପଦା- ନାସିକାରୁ ପିଆଜ ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିପଡିଲା । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ୱାରଶୁଣୀ ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଟ୍ରକ ଡାଇଭରଙ୍କ

ଚିହ୍ନଟ ହେଲେ ପୁଣି ନୂଆ ୧୧୦ କରୋନା ପଜିଟିଭ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଗତସିଂହପୁରରୁ ୩୩, ରାୟଗଡା ୪, କଟକ ୨୦, ଝାରସୁଗୁଡା ୧, ଖୋର୍ଦ୍ଧା ୧୪, ନୟାଗଡ ୪, ବରଗଡ ୨, ଭଦ୍ରକ ୧, କଳାହାଣ୍ଡି

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩ କୁ ପଂହଚିଛି

ନୂଆଦିଲ୍ଲୀ- ଭାରତରେ ଗତ୨୪ ଘଂଟା ମଧ୍ୟରେ ୯,୯୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୬୫୮୩ ଡେଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୨୦୫ ସୁସ୍ଥ ହୋଇ ଥିବା ବେଳେ ଅନ୍ୟ ୭୭୪୫ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସୁଦ୍ଧା ୧୩୩୬୩୨ ଆକଟିଭ କେସ ରହିଛି ।