ବସ୍ କର୍ମଚାରୀଙ୍କୁ ସହାୟତା କଲେ ବିଜେପି ନେତା

ଯାଜପୁର,୧୦ ।୦୬(ନି.ପ୍ର.): ସାରା ବିଶ୍ୱରେ ମାହାମରୀ କରୋନା ଯୋଗୁ ଆତଙ୍କ ଖେଳି ଯାଇଥିବା ବେଳେ ଭାରତରେ କରୋନାର ପ୍ରଭାବ ଯୋଗୁ ସରକାରଙ୍କ ଲକ ଡାଉନ ଓ ସଟ୍ ଡାଉନ ପ୍ରଭାବରେ ଅର୍ଥ ନିତିକୁ ଦୃର୍ବଳ କରିଦେଇଥିବାବେଳେ ଓଡିଶାରେ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେବ ବସ ଚଳାଚଳ ବନ୍ଦ ଥିବାରୁ ଏହାର

ଜୈବ ବିବିଧତା ରହିଲେ ଜୀବଜଗତ ତିଷ୍ଠିବ

ଭୁବନେଶ୍ୱର,୧୦ ।୦୬(ନି.ପ୍ର.): ପୃଥିବୀ ପୃଷ୍ଠରେ ଥିବା ଜୈବ ବିବିଧତା ରହିଲେ ମାନବ ସମାଜ ସମେତ ଅନ୍ୟାନ୍ୟ ଜୀବଜନ୍ତୁ ତିଷ୍ଠି ରହିବେ । ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ପରିବେଶବିତ୍, ବୈଜ୍ଞାନିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ

୪୩୪୭ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଫେରିଲେଣି ୬୦ ଲକ୍ଷ

ନୂଆଦିଲ୍ଲୀ,୧୦ ।୦୬(ଏଜେନ୍ସି): ରାଜ୍ୟଗୁଡ଼ିକର ଅନୁରୋଧ କ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ ଜାରି ରଖିଛି ଭାରତୀୟ ରେଳବାଇ । ଏହି ସେବା ଆଗକୁ ମଧ୍ୟ ଜାରି ରଖିବା ଲାଗି ରେଳବାଇ ପ୍ରତିଶ୍ରୁତିବଦ୍ଧ ।

ଦୁଇ ସପ୍ତାହରେ ମଲେଣି ୨୬ ଜଣ ଆତଙ୍କବାଦୀ

ଶ୍ରୀନଗର, ୧୦ ।୦୬(ଏଜେନ୍ସି) : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାର ବଡ଼ ଅପରେସନ । ସେନାର ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି । ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ଶୋପିଆନ୍

ଜୁଲାଇରୁ ସମସ୍ତ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ଏନ୍ସିଆରଟିର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-ଶିକ୍ଷଣ…

ନୂଆଦିଲ୍ଲୀ,୧୦ ।୦୬(ଏଜେନ୍ସି): ଇ-ଶିକ୍ଷାକୁ ଆହୁରି ଅଧିକ ସୃଜନଶୀଳ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ଏନସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ

ବଜ୍ରପାତ ନେଲା ୩ ଜୀବନ

ଭୁବନେଶ୍ୱର,୧୦ ।୦୬(ନି.ପ୍ର.): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଆଜି ୩ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାର କୁହାଯାଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣା ଅନ୍ତର୍ଗତ ନୂଆଗାଁଠାରେ ଆଜି ସାନ୍ତାଳୀ

କରେନାରେ ବିଧାୟକଙ୍କ ମୃତ୍ୟୁ

ଚେନ୍ନାଇ, ୧୦ ।୦୬(ଏଜେନ୍ସି) : କରୋନା ଭୂତାଣୁରେ ଆକ୍ରାନ୍ତ ତାମିଲନାଡୁର ଡିଏମ୍କେ ବିଧାୟକ ଜେ.ଆନବାଝାଗନଙ୍କର ମୃତ୍ୟୁ ଘଟିଛି । ନିଜ ଜନ୍ମଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି । ଏ ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ

୧ ଲକ୍ଷ ୬୬ ହଜାର ପିସି ନେବାବେଳେ ଡିଏଫ୍ଓ ଗିରଫ

ପାଟଣାଗଡ଼, ୧୦ ।୦୬(ନି.ପ୍ର.) : ଲାଂଚ ତଥା ପିସି ନେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କୁ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତରଞ୍ଜନ ଦେହୁରୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ କେନ୍ଦୁଲିଫ୍

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ।୦୬(ନି.ପ୍ର.) : କରୋନା ଭୂତାଣୁ ମୁକାବିଲା ପାଇଁ ଆଗାମୀ କିଛି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ରାଜ୍ୟରେ କୋଭିଡ଼ ପରିଚାଳନା ସଂକ୍ରାନ୍ତୀୟ ଏକ

ଫିଲ୍ମ ଶୁଟିଂ ପାଇଁ ଲଣ୍ଡନ ଯିବେ ଅକ୍ଷୟ!

ମୁମ୍ବାଇ: କରୋନା ପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ବଲିଉଡ୍‌ର ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ର ଶୁଟିଂ ବନ୍ଦ ଥିବା ବେଳେ ଏବେ ମହାରାଷ୍ଟ୍ର ସରକାର ଉକ୍ତ ଫିଲ୍ମର ଶୁଟିଂ ଜୁନ ୧୫ ତାରିଖ ପରେ ଆରମ୍ଭ କରିବାକୁ ଅନୁମତି ପ୍ରଦାନ