କଂଟେନମେଂଟ ଯେ।ନରେ ୩ଟି ଗ୍ରାମ
ଆଠଗଡ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ସଂକ୍ରମଣ ହାର ଆଖିଦୃଷ୍ଟିଆ ଭାବେ ହ୍ରାସ ପାଉନାହିଁ। ପ୍ରତିଦିନ ଯେତିକି କୋଭିଡ ପରୀକ୍ଷା ହେଉଛି ସେଥିରୁ ୧୫ରୁ ୨୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କଣ୍ଡରେଇ ପଞ୍ଚାୟତର!-->…