ଇସ୍ତଫା ଦେଲେ ୟେଦ୍ୟୁରପ୍ପା
ବେଙ୍ଗାଲୁରୁ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଆଜି ଇସ୍ତପା ଦେଇଛନ୍ତି । ସେ ରାଜଭବନରେ ରାଜ୍ୟପାଳ ଥୱାରଚାନ୍ଦ ଗେହଲଟ୍ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚଳିତ ପାଳିରେ!-->…