ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି

କଟକ (ନି.ପ୍ର.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଂଚିଛି ।

୩ ହଜାର ଡେଇଁଲା କରୋନା

ଭୁବନେଶ୍ୱର(ନି.ପ୍ର.): ରାଜ୍ୟରେ ଆଜି ପୁଣି ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମଧ୍ୟ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫରମର

ଯାଜପୁର (ନି.ପ୍ର) :- ବରୀ ବିଦ୍ୟୁତ ସବଡିଭିଜନ ଅଫିସଠାରୁ ମାତ୍ର ୩ଶହ ମିଟର ଦୁରତା ପୁରଣା ତହସିଲ ଅଫିସପାଖ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମୁଖ ରାସ୍ତା କଡରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଏକ ଟ୍ରାନ୍ସଫରମର ରହିଥିବା ଦେଖିବାକୁ ମିଳିଛି । ଏହି ଟ୍ରାନ୍ସଫରମରୁ ବରୀ ମାଉଣ୍ଡ ତଳ

କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀ ନିଲମ୍ବିତ

ଯାଜପୁର, (ନି.ପ୍ର) : କାର୍ଯ୍ୟରେ ଅବହେଳା, ଅନଧିକୃତ ଭାବେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶର ଅବମାନନା ଅଭିଯୋଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ବରିଷ୍ଠ ରାଜସ୍ୱ ସହାୟକ (ଏସ୍.ଆର.ଏ) ରୋଜାଲିନ୍ ଦାସଙ୍କୁ ସୋମବାର ଜିଲ୍ଲାପାଳ ରଂଜନ କୁମାର ଦାସ ନିଲମ୍ବନ କରିଛନ୍ତି ।

ବିରୁପା ନଦୀରେ ବୁଡି ବିଏସଏଫ ଯବାନ ମୃତ

ଯାଜପୁର (ନି.ପ୍ର) - ଆଜି ପୂବାହ୍ନ ୧୧ ଟା ସମୟରେ ବିରୁପା ନଦୀର ତାଳୁଆ ପୋଲ ନିକଟ ଛନ୍ଦାରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ବିଏସଏଫ ଯବାନଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ଜଣାପଡିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଧାରପୁର ଗ୍ରାମ ପଂଚାୟତ ନାଥପୁର ପଟଣା ଗ୍ରାମର କବିନ୍ଦ୍ର ପଣ୍ଡାଙ୍କ ପୁଅ

୪୫ ଲକ୍ଷ ଟଙ୍କାର ଗୁଟଖା ଜବତ

ରାୟଗଡା (ନିପ୍ର) – ଗତକାଲି ଚାନ୍ଦିଲି ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଦିଲ୍ଲୀରୁ ରାୟଗଡା ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୁଟଖା କଂଟେନରକୁ ଜବତ କରିବା ସହ ବିପୁଳ ପରିମାଣରେ ଗୁଟଖା ଜବତ କରିଛି । ଯାହାର ବଜାର ମୂଲ୍ୟ ଆନୁମାନିକ ୪୫ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି ।

୧୦ ରାଜ୍ୟର ୩୮ ଜିଲାରେ କରୋନା ସର୍ବେକ୍ଷଣ

ନୂଆଦିଲ୍ଲୀ: ଦେଶରେ ୧୦ ରାଜ୍ୟର ୩୮ ଜିଲାରେ ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଗୃ​‌ହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କରୋନା ଆକ୍ରାନ୍ତ ଯୋଗୁ ମୃତ୍ୟୁହାର ହ୍ରାସ କରିବା ପାଇଁ ତତ୍କାଳ କରୋନା ପରୀକ୍ଷା ସାଙ୍ଗକୁ ଆକ୍ରାନ୍ତଙ୍କୁ