ରହସ୍ୟମୟ କାହାଣୀ ନେଇ ଆସୁଛନ୍ତି ଅନୁଷ୍କା!
ବଲିଉଡ୍ର ଅଭିନେତ୍ରୀ ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ନୂଆ ଫିଲ୍ମ ‘ବୁଲବୁଲ’ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି।
ଏହାର ଟିଜର ସୋସିଆଲ ମିଡିଆରେ ଅନୁଷ୍କା ଶେୟାର!-->!-->!-->!-->!-->…