ଖସିପଡ଼ିଲା ଟ୍ରେନିଂ ବିମାନ : ୨ ମୃତ
ଢେଙ୍କାନାଳ,୮ ।୦୬(ନି.ପ୍ର.): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ମହିଳା ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି ।
ମୃତକ ହେଲେ ପାଇଲଟ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନିଂ ଅନିଶ ଫାତିମା । ସଞ୍ଜୀବଙ୍କ ଘର!-->…