ସୋମବାର ଠାରୁ ରାଜ୍ୟର ୨୨ ସହରକୁ ଗଡିବ ବସ୍

ଭୁବନେଶ୍ୱର- ସୋମବାର ଠାରୁ ୨୨ ସହରକୁ ଗଡିବ୯୬ ସରକାରୀ ବସ ।ପ୍ରଥମ ପର୍ଯ୍ୟାୟରେ ୬୬ ରୁଟରେ ଚଳାଚଳ ଆରମ୍ଭ କରିବ । ରାଜ୍ୟ ସଡକ ପରିବହନ ନିଗମ ସିଏମଡି ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି । ବସ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି

ଭୁବନେଶ୍ୱର- ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି । ପ୍ରବାସୀଙ୍କୁ ଏଣିକି ୭ ଦିନ ପରିବର୍ତେ ୧୪ ଦିନ କ୍ୱରେନଂଟାଇନରେ ରଖାଯିବ । ଜିଲ୍ଲାର ସବୁ ବ୍ଳକ ବିଡିଓଙ୍କୁ ଜିଲ୍ଲାପାଳ ଏନେଇ ନିଦେ୍ର୍ଧଶଦେଇଛନ୍ତି ।ସାତ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ କେତେକ

ବାଣୀବିହାରର ୩ ବିଭାଗ ସିଲ

ଭୁବନେଶ୍ୱର- ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ବାଣୀବିହାରର ୩ ବିଭାଗ ସିଲ କରିଛି ପ୍ରଶାସନ । ଇଂରାଜୀ, ଦର୍ଶନ ଓ ଅର୍ଥନୀତି ବିଭାଗ ଗୋଟିଏ ବ୍ଳକରେ ରହିଥିବାରୁ ଏହି ସବୁ ବିଭାଗ ସିଲ କରିବା ସହ ସମସ୍ତ

ଖଣ୍ଡା ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର- ପୁରୁଣା ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ସିକୁ୍ୟରିଟି ସୁପରଭାଇଜରଙ୍କୁ ଅପହରଣ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ ପ୍ଳାଜା ଅପଟାମେଂଟରେ ଏହି ଘଟଣା ହୋଇଛି । ପ୍ଳାଜାର ସିକୁ୍ୟରିଟି ସୁପରଭାଇଜର କୈବଲ୍ୟ ପଟ୍ଟନକଙ୍କୁ

ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୨୮୫୬ ରେ ପଂହଚିଛି । ଏମାନଙ୍କ ମଧ୍ୟରୁ ୩ ସ୍ଥାନୀୟ ଲୋକ ହୋଇଥିବା ବେଳେ ଅନ୍ୟ ୭୨ ଜଣ ସଙ୍ଗରୋଧ କେନ୍ଦ୍ରର । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୨,

୬୫ ବିଧାୟକଙ୍କୁ ହୋଟେଲ୍‌ରେ ବନ୍ଦ କରି ରଖିଛି ଗୁଜରାଟ କଂଗ୍ରେସ

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ଗୁଜରାଟ କଂଗ୍ରେସ ବାକି ୬୫ ଜଣ ବିଧାୟକଙ୍କୁ ତିନୋଟି ରିସର୍ଟ ଏବଂ ହୋଟେଲ୍‌ ବନ୍ଦ କରି ରଖିଛି। ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଗୁଜରାଟ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି।

ଭୟଭୀତ ହୁଅ ନାହିଁ : ମୁମ୍ବାଇ ଅଗ୍ନିଶମ ବିଭାଗ

ମୁମ୍ବାଇ : ସହରର ଏକ ଔଷଧ କମ୍ପାନିରେ ଗ୍ୟାସ ଲିକ୍ ଆଶଙ୍କା ନେଇ ସ୍ଥାନୀୟ ଅଂଚଳର ଲୋକ ଭୟଭୀତ ହୋିପଡ଼ିଛନ୍ତି । ତେବେ ଏତବ ପାଇଁ ଆତଙ୍କିତ ହେବା ଆବଶ୍ୟକ ନାହିଁ ବୋଲିମୁମ୍ବାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ଯାଂଚ ପରେ ଆଶ୍ୱାସନା ଦେଇଛି ।ଏତଦ୍ ବ୍ୟତୀତ ଜରୁରୀ କାଳୀନ ପରିସ୍ଥିତି ପାଇଁ

ଦେଶରେ କରୋନା କାୟା ବିସ୍ତାର: ୨୪ ଘଂଟାରେ ୯୯୭୧ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ୟାପକ ସଚେତନତା ଓ ସତର୍କତା ସତ୍ୱେ ଭାରତରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁନ୍ ୭ ତାରିଖ ସକାଳ ୮ ଟା ସୁଦ୍ଧା ୨୪୬୬୨୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଂଟାରେ

ଏନଡିଆରଏଫ୍ ଯବାନ କରୋନା ପଜିଟିଭ

ଭୁବନେଶ୍ୱର,୬ ।୦୬(ନି.ପ୍ର.): କରୋନାର ଶିକାର ହେଲେ କୋଲକାତା ଫେରନ୍ତା ଏନଡିଆରଏଫ୍ ଯବାନ । ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତ କୋଲକାତା ସହରକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ଓଡ଼ିଶାରୁ ଯାଇଥିବା ଏନଡିଆରଏଫ୍ ଟିମ୍ର ଜଣେ ଯବାନଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ କଟକ କୋଭିଡ

ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୬ ।୦୬(ଏଜେନ୍ସି): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୨ଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉପôାଦ, ବ୍ୟବସାୟ ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ