ବିମାନ ଦୁର୍ଘଟଣାଗ୍ରସ୍ତ : ଦୁଇ ମୃତ୍
ଢେଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଂଜୀଭ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅନିଶ ଫାତିମଙ୍କ ମୃତ୍ୟୁ ହୋଇଛି। । ମୁଖ୍ୟ ପ୍ରଶିକ୍ଷକଙ୍କ ଘର!-->…